ଡକାୟତି ଯୋଜନା ପଣ୍ଡ, ୫ ଗିରଫ : ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଟାଉନ୍ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଖୋର୍ଦ୍ଧା ଉପକଣ୍ଠରେ ଡକାୟତି ଯୋଜନା ପାଇଁ ଯୋଜନା କରୁଥିବା ଏକ ପେଷାଦାର ଅପରାଧୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସକ୍ଷମ ହୋଇଛି। ସୂଚନାନୁସାରେ, ଗତକାଣି ରାତି ପ୍ରାୟ ଗୋଟାଏ ବେଳେ ଟିଏଲ୍ସି ରାସ୍ତାର ମୋନାଲିସା ଇଂରାଜୀ ମାଧ୍ୟମ ସ୍କୁଲ ପଛପଟେ ଏକ କାର ସହ କେତେକ ଯୁବକ ସଂଦିଗ୍ଧ ଅବସ୍ଥାରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। … Continue reading ଡକାୟତି ଯୋଜନା ପଣ୍ଡ, ୫ ଗିରଫ : ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ